ଶାକାହାର

ପିରାମିଡ୍ ଆଧ୍ୟାତ୍ମିକ ସମାଜ ଆନ୍ଦୋଳନ-ଭାରତବାସୀ ଶାକାହାରୀ ହୁଅନ୍ତୁ| ଭାବନ୍ତୁ ଆପଣ ଖାଇବା ପାଇଁ କୌଣସି ପ୍ରାଣୀକୁ ହତ୍ୟା କରୁଛନ୍ତି-ଠିକ୍ ଏହି ଧାରଣା ହିଁ ବିକୃତି |ମୁଁ ଏହାକୁ ବିରୋଧ କରୁ ନାହିଁ , ଯେ ପ୍ରଣୀକୁ ହତ୍ୟା କରାଯାଉଛି | କିନ୍ତୁ ପ୍ରାଣୀମାନଂକ ମଧ୍ୟରେ ଯାହାର ଆବଶ୍ୟକତା ଅଛି , ତାକୁ ବଂଚିବାକୁ ହେବ | ତାକୁ ହତ୍ୟା କରାଯାଇ ପାରିବ ନାହିଁ | ଯେଉଁ ପ୍ରାଣୀ ଅଦରକାରୀ,ତାଂକୁ ମାରନ୍ତୁ ବା ନ ମାରନ୍ତୁ ସେ ନିଶ୍ଚୟ ମରିବ |

ଏ କଥା ବିଚାରକୁ ନେବା ଅସଂଗତ ଅଟେ | ପ୍ରଶ୍ନ ନୁହେଁ ଯେ ଆମେ ପ୍ରାଣୀହତ୍ୟା କରିବୁ ଏବଂ ହତ୍ୟା ଭଲ ନୁହେଁ | ପ୍ରଶ୍ନ ହେଲା-ଆମେ ପ୍ରାଣୀ ବଧ କରୁଛୁ-ଖାଇବା ପାଇଁ ? ଯେତେବେଳେ ରୁଚିକର, ସୁସ୍ୱାଦ-ଶାକାହାର ଖାଦ୍ୟ ମିଳେ |

No Copyright. Please spread the message of Anapanasati Meditation, Vegetarianism and Spiritual Science to the whole world.
Powered by PyramidEarth