ପିରାମିଡ୍ ସ୍ପିରିଚ୍ୟୁଆଲ ସୋସାଈଟିସ୍ ମୁଭମେଣ୍ଟ୍ ର କାର୍ଯ୍ୟ ଓ କୃତିତ୍ୱ

ପିରାମିଡ୍ ସ୍ପିରିଚ୍ୟୁଆଲ ସୋସାଈଟିସ୍ ମୁଭମେଣ୍ଟ୍ ଧର୍ମ ନିରପେକ୍ଷ ଲୋଭ ଶୁନ୍ୟ ଲାଭତ୍ୟକ୍ତ ସ୍ବେଚ୍ଛାସେବୀ ସଂସ୍ଥା ଅଟେ | ଆନାପାନସତି ଧ୍ୟାନ, ଶାକାହାର ଏବଂ ପିରାମିଡ୍ ଶକ୍ତିର ପ୍ରସାରଣ କରି ଏହାକୁ ସମସ୍ତଂକ ପାଖରେ ପହଂଚାଇବା ଉଦ୍ଦେଶ୍ୟ ରେ କାର୍ଯ୍ୟରତ | ଜ୍ଞାନାଲୋକ ପ୍ରାପ୍ତ ବ୍ରହ୍ମର୍ଷି ପତ୍ରୀଜୀଂକ ଦ୍ୱାରା ୧୯୯୦ ମସିହା ରେ ଏହି ସଂଗଠନ ପ୍ରତିଷ୍ଠିତ | ଏହାର ଉଦ୍ଦେଶ୍ୟ ହେଲା ମାନବ ସମାଜ ର ମଂଗଳ ନିମିତ ଏହାର ଆଧ୍ୟାଡ୍ମ ଧାରା ଓ ଏକତ୍ୱ ଭାବକୁ ପ୍ରତ୍ୟେକ ବ୍ୟକ୍ତି ର ହାତ ପାଖରେ ପହଂଚାଇବା | more

No Copyright. Please spread the message of Anapanasati Meditation, Vegetarianism and Spiritual Science to the whole world.
Powered by PyramidEarth