ଧ୍ୟାନ କଣ ?

ଅସ୍ତିର ମନର ଅବିଶ୍ରାନ୍ତ ଉଦବେଳିତ ଧ୍ୱନି-ତରଙ୍ଗକୁ ଶାନ୍ତ ଓ ନିଶବ୍ଦ କରିବା ଧ୍ୟାନ ଅଟେ | ଏଥିପାଇଁ ଆମକୁ ଶ୍ୱାସ କ୍ରିୟାରୁ ସଂଯବିତ ହେବାକୁ ପଡିବ | ଧ୍ୟାନର ପ୍ରକ୍ରିୟା ଅତ୍ୟନ୍ତ ସରଳ | ଚକ୍ଷୁ ବନ୍ଦ କରନ୍ତୁ ଓ ସାଧାରଣ ପ୍ରାକୃତିକ ଶ୍ୱାସ କ୍ରିୟା ସହିତ ସ୍ଥିତ ରହନ୍ତୁ | ଏହା ଅସ୍ଥିର ମନକୁ ଉଦବେଳିତ ତରଂଗକୁ ଶାନ୍ତ କରେ | ଏହା ଧ୍ୱାରା ଅଧିକ ଉର୍ଜୀ ସୁରକ୍ଷିତ ହେଉଥିବାରୁ ଉତ୍ତମ ଶାରୀରିକ ସୁସ୍ତତା, ମାନସିକ ଶାନ୍ତି ଓ ଜୀବନର ମାଧୁର୍ଯ୍ୟ ବିକଶିତ କରେ | ପିରାମିଡ୍ ଭିତରେ କିମ୍ବା ନିମ୍ନରେ କରାଯାଉଥିବା ଧ୍ୟାନ ପିରାମିଡ୍ ଧ୍ୟାନ ଅଟେ |

More

ବ୍ରହ୍ମର୍ଷି ପତ୍ରୀଜୀ

ବ୍ରହ୍ମର୍ଷି ପତ୍ରୀଜୀ ପିରାମିଡ୍ ଆଧ୍ୟାଡ୍ମିକ ସଂଘ ଆନ୍ଦୋଳନ ( ପି.ଏସ୍.ଏସ୍.ଏମ୍ ) ର ପ୍ରତିଷ୍ଟତା | ଜୀବନର ପ୍ରାରମ୍ଭରେ ନିଜର ଗଭୀର ଅନୁଭୂତି ଦ୍ୱାରା ଧ୍ୟାନର ଶକ୍ତି ଅନୁଭବ କରିଥିଲେ, ଏବଂ ୧୯୭୯ ରେ ଏହାର ଜ୍ଞାନାଲୋକ ପ୍ରାପ୍ତ ହୋଇଥିଲେ | ସେହି ଦିନ ଠାରୁ ସେ ତାଂକ ଜୀବନର ଲକ୍ଷ୍ୟ ଧ୍ୟାନର ପ୍ରଗତି ଓ ସିକ୍ଷା ପ୍ରସାରଣ ପ୍ରତି ଆନୁଷ୍ଠାନିକ ଉଦ୍ୟୋଗ କରି ଥିଲେ | ଏଥି ସହିତ ଶାକାହାରକୁ ପୃଥିବୀ ରେ ପ୍ରତ୍ୟେକ ସ୍ଥାନରେ ପ୍ରଚଳନ କରି ଥିଲେ | ଏହି ଆନ୍ଦୋଳନ ପୁର୍ଣତଃ ବୈଜ୍ଞାନିକ ସମ୍ବତ ଏବଂ ଧର୍ମ ନିରପେକ୍ଷ ଥିଲା ଓ କୈାଣସି ଧର୍ମର ବିରୋଧ କରୁ ନଥିଲା |Read More

PSSM

ପିରାମିଡ୍ ସ୍ପିରିଚ୍ୟୁଆଲ ସୋସାଈଟିସ୍ ମୁଭମେଣ୍ଟ୍ ଏକ ଧର୍ମ ନିରପେକ୍ଷ ଲାଭମୁକ୍ତ ସ୍ୱେଛାସେବୀ ସଂସ୍ଥା ଅଟେ | ଏହାର ପ୍ରଚାର ସଂଗୋଷ୍ଠୀ ଆନପାନସତି ଧ୍ୟାନକୁ ଶାକାହାର ଓ ପିରାମିଡ୍ ଶକ୍ତିକୁ ପ୍ରତ୍ୟେକ ବ୍ୟକ୍ତି ପାଖରେ ପହଁଚାଇବାର ଚେଷ୍ଟା କରିଛନ୍ତି | ଏହି ଆନ୍ଦୋଳନ ହିଁସା ରୁ ଅହିଁସା କୁ ମାଂସାହାରରୁ ଶାକାହାରକୁ ଧାର୍ମିକ ମନ୍ଦ ନିଶାସକ୍ତ ବୈଜ୍ଞାନିକ ଅନୁଭୂତି କୁ ଏବଂ ବସ୍ତୁବାଦ ପାଗଳାମୀରୁ ଆଧ୍ୟାତ୍ମପୁର୍ଣ ଜ୍ଞାନ ଆଡକୁ ନେଇଥାଏ |Read More

ଶାକାହାର

ପିରାମିଡ୍ ଆଧ୍ୟାଡ୍ମିକ ସମାଜ ଆନ୍ଦୋଳନ-ଭାରତ ଶାକାହାରୀ ହୁଅନ୍ତୁ| ଭାବନ୍ତୁ ଆପଣ ଖାଇବା ପାଇଁ କୌଣସି ପ୍ରାଣୀକୁ ହତ୍ୟା କରୁଛନ୍ତି-ଠିକ୍ ଏହି ଧାରଣା ହିଁ ବିକୃତି |ମୁଁ ଏହାକୁ ବିରୋଧ କରୁ ନାହିଁ , ଯେ ପ୍ରଣୀକୁ ହତ୍ୟା କରାଯାଉଛି | କିନ୍ତୁ ପ୍ରାଣୀମାନଂକ ମଧ୍ୟରେ ଯାହାର ଆବଶ୍ୟକତା ଅଛି , ତାକୁ ବଂଚିବାକୁ ହେବ | ତାକୁ ହତ୍ୟା କରାଯାଇ ପାରିବ ନାହିଁ | ଯେଉଁ ପ୍ରାଣୀ ଅଦରକାରୀ,ତାଂକୁ ମାରନୁ ବା ନ ମାରନୁ ସେ ନିଶ୍ଚଯ ମରିବ|
ଏ କଥା ବିଚାରକୁ ନେବା ଅସଂଗତ ଅଟେ | ପ୍ରଶ୍ନ ନୁହେଁ ଯେ ଆମେ ପ୍ରାଣୀହତ୍ୟା କରିବୁ ଏବଂ ହତ୍ୟା ଭଲ ନୁହେଁ | ପ୍ରଶ୍ନ ହେଲା-ଆମେ ପ୍ରାଣୀ ବଧ କରୁଛୁ-ଖାଇବା ପାଇଁ ? ଯେତେବେଳେ ରୁଚିକର, ସୁସ୍ୱାଦ-ଶାକାହାର ଖାଦ୍ୟ ମିଳେ |Read More

ପିରାମିଡ୍ ଉର୍ଜା

ପିରାମିଡ୍ ଏକ ବର୍ଗାକାର ଭୂମି ଉପରେ ତ୍ରିକୋଣୀୟ ତୀର୍ଯକ କାନ୍ଥ ବିଶିଷ୍ଟ କଠିଣ ଗଢ଼ଣ | କାନ୍ଥଗୁଡିକ କ୍ରମେ ଛୋଟ ହୋଇ ଏକ ଶୀର୍ଷ ବିନ୍ଦୁରେ ମିଳିତ ହୁଏ | ଏହା ପିରାମିଡ୍ ଶୀର୍ଷକ | ପ୍ରତ୍ୟେକ ସମଦ୍ୱିବାହୁ ତ୍ରିଭୂଜର ଭୂମି ସଂଲଗ୍ନ କୋଣ ସମାନ | ଭୂମିର ଲମ୍ବ ସବୁ ଦିଗରେ ସମାନ ଓ ଏକ ସଦୃଶ ଓ କାନ୍ଥଗୁଡିକ ଏକ କ୍ଷେତ୍ରଫଳ ବିଶିଷ୍ଟ |Read More

No Copyright. Please spread the message of Anapanasati Meditation, Vegetarianism and Spiritual Science to the whole world.
Powered by PyramidEarth